ପତଞ୍ଜଳି ଯୋଗସୂତ୍ରର ପରିଚୟ- ପତଞ୍ଜଳି ୟୋଗସୂତ୍ର ସମାଧିପାଦ ସୂତ୍ର ୧ ରୁ ୧୦ ପତଞ୍ଜଳି ୟୋଗସୂତ୍ର ସମାଧିପାଦ ସୂତ୍ର ୧ ରୁ ୧୦ ମହର୍ଷି ପତଞ୍ଜଳି ଯୋଗସୂତ୍ର ପ୍ରଥମ ସୋପାନ – ସମାଧିପାଦ  ୫୧  ସୂତ୍ର ସମାଧିପାଦର ସୂତ୍ର ଶ୍ଳୋକ  ୧ ରୁ ୧୦ ସଂସ୍କୃତରେ ‘ସୂତ୍ର’ର ଅର୍ଥ ହେଉଛି ‘ସୂତା । ଗୋଟିଏ ସୂତାରେ ଯେମିତି  ଅନେକ ମାଳି ବନ୍ଧା ହୋଇ ଏକ ମାଳା ସୃଷ୍ଟ  ହୁଏ ଠିକ  ସେହିପରି ଏହି ସୂତ୍ରଗୁଡ଼ିକ ଯୋଗ ବିଜ୍ଞାନର […]